ନାଇଜେରିଆର ଜଣେ ମହିଳା ୧୮ ବର୍ଷ ତଳର ଏକ ଅଜବ ରେକର୍ଡ ଭାଙ୍ଗିବାରେସଫଳହୋଇଛନ୍ତି। ଫାବର୍ ଓଗେଚି ଆନି ନାମ୍ନୀ ଏହି ମହିଳା ଗତ ବର୍ଷ ଅକ୍ଟୋବର ମାସରେ ଏକ ଦୀର୍ଘ ସାଧନା ଆରମ୍ଭ କରିଥିଲେ। ସେ ଜୋର ପାଟିରେ ଏକରୁ ଆରମ୍ଭ କରି ସଂଖ୍ୟା ଗଣିବାକୁ ଲାଗିଲେ। ଦିନକୁ ଏମିତି ୧୪ ଘଣ୍ଟା ଗୋଟିଏ କୋଠରିରେ ନିଜକୁ ବନ୍ଦ ରଖି ଆନି ସତୁରି ଦିନ ଧରି ଏହି ଅଧ୍ୟବସାୟ ଜାରି ରଖିଲେ। ପ୍ରମାଣ ପାଇଁ ସେ ଏହାର ୟୁଟ୍ୟୁବ୍ ଲାଇଭ୍ ଭିଡିଓ ପ୍ରସାରଣ କରୁଥିଲେ। Cricket: ଓସିଏ କ୍ଲବ୍ ଲିଗ୍: ଆଦିତ୍ୟ, ଶୁବାଶିଷଙ୍କ ଶତକ; ଶୁଭମଙ୍କୁ ୫ୱିକେଟ୍ ଶେଷକୁ ସେ ୧୦,୦୦,୦୦୧ ଯାଏ ଗଣି ଅନ୍ୟ ଜଣେ ୧୮ ବର୍ଷ ତଳେ ସ୍ଥାପନ କରିଥିବାରେକର୍ଡକୁ ଅତିକ୍ରମ କରିବାରେ ସଫଳ ହେଲେ। ସେ ଚାହିଁଥିଲେ ୧୦,୦୦,୦୦୧ରେ ରହିପାରିଥାନ୍ତେ କିନ୍ତୁ ଆହୁରି ସତୁରି ହଜାର ପର୍ଯ୍ୟନ୍ତ ଗଣିଥିଲେ। କିଛି ଅସାଧାରଣ କରିଦେଖାଇବାର ଇଚ୍ଛା ତାଙ୍କୁ ଏହି ସଫଳତା ହାସଲ ପାଇଁ ଅନୁପ୍ରାଣିତ କରିଥିଲା ବୋଲି ଆନି କହନ୍ତି। Health: ନବରଂଗପୁର ଡିଏଚଏଚ୍ରେ ନାହିଁ ଜରୁରୀକାଳନୀ ପ୍ରସ୍ଥାନ ସ୍ଥାନ
18 ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ନାଇଜେରିଆ ମହିଳା
Sambad•
%2Fsambad%2Fmedia%2Fmedia_files%2F2026%2F03%2F19%2Fdgdadgadg-2026-03-19-02-29-46.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.