ସମାଜ ଲାଇଭ ଡେସ୍କ : ମେଲୋଡ଼ି ଅନୁଷ୍ଠାନ କଳାକାରଙ୍କୁ ଅସଦାଚରଣ ସହ ମାଡ଼ ଅଭିଯୋଗ । ଥାନାରେ ମାମଲା ପରେ ପୋଲିସର ତନାଘନା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ପାଳପୁଟ ଗାଁରେ । ଘଟଣା ଅନୁସାରେ ନାଚ ସାରି ଫେରୁଥିବା ସମୟରେ ମେଲୋଡି କଳାକାରଙ୍କୁ ରାସ୍ତାରେ କିଛି ଦୁବୃର୍ତ୍ତ ଅଟକାଇଥିଲେ । ତିଗିରିଆ ଥାନା ଶୁଣ୍ଠିପାଳ ଗାଁକୁ ମେଲୋଡି ପାଇଁ କଳାକାର ଆସିଥିଲେ। ରାତିରେ ମେଲୋଡ଼ି ସାରି ଫେରୁଥିବା ବେଳେ ପାଳପୁଟ ଗାଁର କିଛି ଯୁବକ ସେମାନଙ୍କୁ ଅଟକାଇ ଅସଦାଚରଣ କରିବା ସହ ଟଙ୍କା, ସୁନା ଚେନ ଛଡ଼ାଇବା ଅଭିଯୋଗ ହୋଇଛି । ଏହା ସହ ସେମାନଙ୍କୁ ମାଡ଼ ମାରିଥିବା ସେମାନେ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି।
କଟକର ଏକ ଯୁବ ଗୋଷ୍ଠୀ ଗାୟକଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.