କେନିଆରୁ ୨୦୦୦ଟି ଜିଅନ୍ତା ରାଣୀ ଜନ୍ଦାଙ୍କୁ ଅନ୍ୟ ଦେଶକୁ ଚାଲାଣ କରିବାର ଉଦ୍ୟମ ବେଳେ ଦୁଇଜଣ ବ୍ୟକ୍ତିଙ୍କୁଗିରଫକରାଯାଇଛି। ଗତ ସପ୍ତାହରେ ଜଣେ ଚୀନା ନାଗରିକ ଏବଂ ତାଙ୍କର ଜଣେ କେନୀୟ ସହଯୋଗୀ ଅତି ଚତୁରତା ସହିତ ଟେଷ୍ଟଟ୍ୟୁବ୍ ଭିତରେ ବନ୍ଦ କରି ଏହି ଜନ୍ଦାଗୁଡ଼ିକୁ ଗୋଟିଏ ବ୍ୟାଗ୍ରେ ଲୁଚାଇ ନେଇଯାଉଥିଲେ। ସୌଭାଗ୍ୟବଶତଃ ନାଇରୋବି ବିମାନବନ୍ଦରର କର୍ମଚାରୀମାନେ ଏହି ଜନ୍ଦାଗୁଡ଼ିକୁ ଜବତ କରିଥିଲେ। Cricket: ଓସିଏ କ୍ଲବ୍ ଲିଗ୍: ଆଦିତ୍ୟ, ଶୁବାଶିଷଙ୍କ ଶତକ; ଶୁଭମଙ୍କୁ ୫ୱିକେଟ୍ ୟୁରୋପ ଓ ଏସିଆର କେତେକ ଦେଶରେ କେନୀୟ ଜନ୍ଦାଗୁଡ଼ିକୁ ଲୋକମାନେ ପୋଷା ଜୀବ ଭାବେ ରଖୁଥିବା ଯୋଗୁଁ ସେଗୁଡ଼ିକର ଚାହିଦା ବଢ଼ିବାରେ ଲାଗିଛି। ତେଣୁ ଏ ଦୁଇଜଣ ସେଗୁଡ଼ିକୁ ବାହାର ଦେଶରେ ବିକ୍ରି କରି ବହୁ ଟଙ୍କା ଆୟ କରିବାର ଯୋଜନା କରିଥିଲେ। ତେବେ କୌଣସିବନ୍ୟଜୀବକୁ ବନବିଭାଗର ଅନୁମତି ବିନା ଦେଶ ବାହାରକୁ ନେବା ବେଆଇନ। ଗତ ବର୍ଷ ମଧ୍ୟ ଚାରି ଜଣ ବ୍ୟକ୍ତି ଅନୁରୂପ ଉଦ୍ୟମ କରି ଏକ ବର୍ଷ ଜେଲ୍ ଦଣ୍ଡ ପାଇଥିଲେ। NIA: ଆମେରିକୀୟ ଭଡ଼ାଟିଆ ସୈନିକର ଗିରଫଦାରୀ ଓ ହସିନାଙ୍କ ‘ଖ୍ରୀଷ୍ଟିଆନ ରାଷ୍ଟ୍ର ଷଡ୍ଯନ୍ତ୍ର’ ଚେତାବନୀ
କେନିଆ ଗଣ୍ଡା ଚୋରାଚାଲାଣ ଉଦ୍ୟମ ବିଫଳ ଦୁଇ ଜଣ ଗିରଫ
Sambad•
%2Fsambad%2Fmedia%2Fmedia_files%2F2026%2F03%2F19%2Fgdjjdjgdjgjgjg-2026-03-19-02-22-49.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.