ନୂଆଦିଲ୍ଲୀ : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ରେ ଅରେଞ୍ଜ୍ ଇକୋନମିକୁ ପ୍ରାଧାନ୍ୟ ଦିଆଯାଇଛି। ଆନିମେସନ୍, ଭିଜୁଆଲ୍ ଇଫେକ୍ଟ୍ସ୍, ଗେମିଙ୍ଗ୍ ଏବଂ କମିକ୍ସ୍-ଏଭିଜିସିକୁ ଗୁରୁତ୍ଵ ଦିଆଯାଉଛି। ଏ ନେଇ ସରକାର ଆଇଆଇସିଟି ମୁମ୍ବାଇକୁ ପ୍ରୋତ୍ସାହନ ଦେବେ। ସ୍କୁଲ୍/କଲେଜରେ କଣ୍ଟେଣ୍ଟ୍ କ୍ରିଏଟର୍ ଲ୍ୟାବ୍ସ୍ ରହିବ। ୧୫ ଶହ ସେକେଣ୍ଡାରୀ ସ୍କୁଲ୍, ୫ ଶହ କଲେଜ୍ରେ ଏଭିଜିସି ସ୍ଥାପନ ହେବ। ୨୦୩୦ ମସିହା ସୁଦ୍ଧା ଏଭିଜିସି କ୍ଷେତ୍ରରେ ୨୦ ଲକ୍ଷ ଦକ୍ଷ ପେଶାଦାରୀ ପୂରଣ ଲକ୍ଷ୍ୟ ହେବ। ସ୍ଥାନୀୟ ପ୍ରତିଭାଙ୍କୁ ପୋଷଣ ସହ ଦେଶୀୟ ବୌଦ୍ଧିକ ସମ୍ପଦ ସୃଷ୍ଟି ହେବ।
କେନ୍ଦ୍ର ବଜେଟରେ ଭାରତ କମଳା ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଇଛି, 2030 ସୁଦ୍ଧା 20 ଲକ୍ଷ କୁଶଳୀ ପେସାଦାରଙ୍କ ପାଇଁ ଲକ୍ଷ୍ୟ
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.