Achira News Logo
Achira News

କୋରାପୁଟ ଜିଲ୍ଲାର ଜଳପ୍ରପାତରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଯୁବକ

Samaja
କୋରାପୁଟ ଜିଲ୍ଲାର ଜଳପ୍ରପାତରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଯୁବକ
Full News
Share:

ସମାଜ ଲାଇଭ ଡେସ୍କ : ପିକନିକ ସାଜିଲା କାଳ । ଜଳପ୍ରପାତରେ ଗାଧେଇଲା ବେଳେ ଚାଲିଗଲା ଯୁବକଙ୍କ ଜୀବନ । କୋରାପୁଟ ଜିଲ୍ଲାରେ ଘଟିଲା ଦୁଃଖଦାୟକ ଘଟଣା ।କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ତଳମିଟିଂ ଜଳପ୍ରପାତରେ ଗାଧେଇଲା ବେଳେ ଚାଲିଗଲା ଯୁବକଙ୍କ ଜୀବନ । ଯୁବକ ଜଣକ ପିକନିକ ପାଇଁ ସେମିଳିଗୁଡାରୁ ଆସିଥିଲେ । ଯୁବକ ଜଣକ ଜଳପ୍ରପାତରେ ଗାଧୋଉଥିବା ସମୟରେ ତାଙ୍କର ମୃତ୍ୟୁ ହେଇଥିବା ସ୍ପଷ୍ଟ କରିଛି ଲକ୍ଷ୍ମୀପୁର ପୁଲିସ ।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

କୋରାପୁଟ ଜିଲ୍ଲାର ଜଳପ୍ରପାତରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଯୁବକ | Achira News