ଭୁବନେଶ୍ଵର, ୦୩/୦୨ : ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୫୭ଟି ସବ୍-ରେଜିଷ୍ଟ୍ରାର ଅଫିସ ବା ଉପନିବନ୍ଧନ କାର୍ଯ୍ୟାଳୟ। ଫେବୃୟାରୀ ୫ରୁ ହେବ କାର୍ଯ୍ୟକ୍ଷମ। ଜମି କିଣା-ବିକା ଏବଂ ପଞ୍ଜୀକରଣରେ ହେବ ସୁବିଧା। ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଏବେ ୩୨୨ଟି ସବ୍-ରେଜିଷ୍ଟ୍ରାର ଅଫିସ ରହିଛି। ଆଗକୁ ଆହୁରି ସବ୍-ରେଜିଷ୍ଟ୍ରାର ଅଫିସ କାର୍ଯ୍ୟକ୍ଷମ ହେବା ପରେ ଜମି କିଣା-ବିକା ପଞ୍ଜୀକରଣରେ ଆହୁରି ସୁବିଧା ହେବ। ଏହି ଖବରଟିକୁ ପଢନ୍ତୁ-ନୂଆ ଖଣିଜ ନିୟମ ଲାଗୁ : ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍, MSP ଧାର୍ଯ୍ୟ କରିବେ ସରକାର
ଜମି କ୍ରୟ ଏବଂ ପଞ୍ଜୀକରଣ ପାଇଁ ଓଡ଼ିଶାର ରାଜସ୍ୱ ବିଭାଗ 57ଟି ନୂଆ ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ପ୍ରତିଷ୍ଠା କରିଛି।
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.