Achira News Logo
Achira News

ଢେଙ୍କାନାଲ ଜିଲ୍ଲାର ହାଥି ଲୁଚାନି ଗ୍ରାମରେ ଜଳ ସଙ୍କଟ

Dharitri
ଢେଙ୍କାନାଲ ଜିଲ୍ଲାର ହାଥି ଲୁଚାନି ଗ୍ରାମରେ ଜଳ ସଙ୍କଟ
Full News
Share:

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଏହି ବିଷୟରେ ବାରମ୍ବାର ବିଭାଗୀୟ ଯନ୍ତ୍ରୀକୁ ଅବଗତି କରାଯାଇଥିଲେ ସୁଦ୍ଧା ଯନ୍ତ୍ରୀ କର୍ଣ୍ଣପାତ କରୁନାହାନ୍ତି। ତେଣୁ ମହିଳାମାନେ ମଧ୍ୟାହ୍ନବେଳେ ୫୩ ନଂ ଜାତୀୟ ରାଜପଥ ଉପରେ ଗରା ବାଲ୍‌ଟି ଧରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ସହ ସହ ଗାଡ଼ି ଛିଡା ହୋଇରହିଛି । ରାସ୍ତାରୋକୋ ସ୍ଥଳରେ ପରଜଙ୍ଗ ଥାନା ଏସଆଇ ସୁଶ୍ରୀ ଅନାମିକା, ଏଏସଆଇ ଯୁଗଳ ପ୍ରଧାନ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ଢେଙ୍କାନାଲ ଜିଲ୍ଲାର ହାଥି ଲୁଚାନି ଗ୍ରାମରେ ଜଳ ସଙ୍କଟ | Achira News