ମାଲକାନଗିରି: ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦେଶ ନାୟକ । ଏକ ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ବିଦ୍ୟୁତ୍ କାଟ ଧମକ ଦେଇ ୨୦ ହଜାର ଟଙ୍କା ମାଗିଥିଲେ। ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଏବଂ ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି । ଶ୍ରୀ ନାୟକଙ୍କ ବିଭାଗୀୟ କାର୍ଯ୍ୟାଳୟ ଏବଂ ବାସଗୃହରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି। ତେବେ କୋରାପୁଟ ଭିଜିଲାନ୍ସ ତାଙ୍କ ବିରୋଧରେ ପିଏସ ମାମଲା ନଂ ୦୧/୨୦୨୬, ୭ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ରୁଜୁ କରି ତଦନ୍ତ ଜାରି ରଖିଛି।
ଦୁର୍ନୀତି ମାମଲା ସାମ୍ନାକୁ ଆସିଲା ମଲ୍କାନଗିରିରେ ଲାଞ୍ଚ ନେଉଥିବାର ଜୁନିୟର ଇଞ୍ଜିନିୟର ଧରାପଡିଲେ
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.