Achira News Logo
Achira News

ନୂଆପଡା ଜିଲ୍ଲାରେ ରେଳ ଟ୍ରାକ୍ ଉପରେ ଯୁବକଙ୍କ ମୃତଦେହ ଉଦ୍ଧାର

Sambad
ନୂଆପଡା ଜିଲ୍ଲାରେ ରେଳ ଟ୍ରାକ୍ ଉପରେ ଯୁବକଙ୍କ ମୃତଦେହ ଉଦ୍ଧାର
Full News
Share:

ନୂଆପଡ଼ା: ନୂଆପଡ଼ାଜିଲ୍ଲାଲଖନା ଥାନା ଅନ୍ତର୍ଗତ ତଥା ଦକ୍ଷିଣ – ପୂର୍ବ ରେଳ ପଥର ଲଖନା ରେଳଷ୍ଟେସନ ସ୍ଥିତ କୁସୁମପଡ଼ା ନିକଟରେ ରେଳ ଧାରଣାରେ ଜଣେ ଯୁବକଙ୍କଟ୍ରେନରେ କଟିମୃତ୍ୟୁଘଟିଥିବା ଜଣାପଡ଼ିଛି। ମଙ୍ଗଳବାର ଦିନ ସକାଳେ ଗ୍ରାମବାସୀ ରେଳ ଧାରଣାରେ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ଦେଖି ପ୍ରଥମେ ଲଖନା ରେଳ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିତଦନ୍ତଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ପରିଚୟ ଖୋଜୁଛି ରେଳବାଇ ପୁଲିସ। ଆହୁରି ପଢ଼ନ୍ତୁ:Vigilance Arrested Junior Engineer ବିଦ୍ୟୁତ୍ ସଂଯୋଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ବନ୍ଧା ହେଲେ ଟିପିଏସଓଡିଏଲ୍ କନିଷ୍ଠ ଯନ୍ତ୍ରୀ ଗତକାଲି ସନ୍ଧ୍ୟାରେ ରାୟପୁରରୁ ବିଶାଖାପଟନମକୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଅଚିହ୍ନା ବ୍ୟକ୍ତି କଟି ଯାଇଥିବା ଅନୁମାନ କରାଯାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Sambad

Want to join the conversation?

Download our mobile app to comment, share your thoughts, and interact with other readers.

ନୂଆପଡା ଜିଲ୍ଲାରେ ରେଳ ଟ୍ରାକ୍ ଉପରେ ଯୁବକଙ୍କ ମୃତଦେହ ଉଦ୍ଧାର | Achira News