Achira News Logo
Achira News

ପାଖଲ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ ଯାହା ଶାନ୍ତି ଏବଂ ସନ୍ତୋଷ ଆଣିଥାଏ

Samaja
ପାଖଲ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ ଯାହା ଶାନ୍ତି ଏବଂ ସନ୍ତୋଷ ଆଣିଥାଏ
Full News
Share:

ଓଡ଼ିଆଙ୍କର ପ୍ରିୟ ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କହେ। ଏହା କେବଳ ଏକ ଖାଦ୍ୟ ନୁହେଁ। କୁହାଯାଏ ପଖାଳ ଖାଇବା କ୍ଷଣି ହିଁ ପାଟିରୁ ବାହା ବାହାରି ଆସେ ଯାହା ହେଉ ଆତ୍ମା ଶାନ୍ତି। କେବେ ଦିନେ ଗାଁର ଖାଦ୍ୟ ବୋଲି କୁହାଯାଉଥିବା ଏହି ପଖାଳ ଏବେ ସହରୀ ଲୋକଙ୍କର ବି ମନ କିଣି ନେଇଛି। ପଖାଳ ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କୋଟିପତି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ହୋଇପାରିଛି। ଆମ ପାରମ୍ପରିକ ଖାଦ୍ୟ ଯେମିତି ସ୍ବାଦିଷ୍ଟ ସେମିତି ସ୍ବାସ୍ଥ୍ୟ ଉପଯୋଗୀ। ଯେତେ ବିଦେଶୀ ଖାଦ୍ୟ ଖାଇଲେ ବି ପଖାଳରେ ଥାଏ ସମସ୍ତଙ୍କ ଆତ୍ମତୃପ୍ତି। ପଖାଳ ଖାଇ ଦେଇ ଶେଷରେ ତୋରାଣି ପିଇଦେଲେ ପାଟିରୁ ଆପେ ଆପେ ବାହାରିଯାଏ ‘ଓଃ କି ଶାନ୍ତି’।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ପାଖଲ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ ଯାହା ଶାନ୍ତି ଏବଂ ସନ୍ତୋଷ ଆଣିଥାଏ | Achira News