ସମାଜ ଲାଇଭ ଡେସ୍କ :ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ସଜ୍ଜା ଶୁଣାଇଛନ୍ତି ଅଦାଲତ।୬ଜଣ ସାକ୍ଷୀ ଏବଂ ଦସ୍ତାବିଜ ଆଧାରରେ କାରାଦଣ୍ଡାଦେଶ ଶୁଣାଇଲେ ଅଦାଲତ । ମାର୍ଚ୍ଚ ୮ ତାରିଖ ୨୦୨୫ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ ରେ ଓଡିଶାକୁ ଅନୁପ୍ରବେଶ ନେଇ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ। ଏହାସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ୩ମାସ ଅଧିକ ସଶ୍ରମ କାରାଦଣ୍ଡା ଦେଶ । ସେମାନଙ୍କ ନିକଟରୁ ବାଂଲାଦେଶୀ ଟଙ୍କା ଏବଂ ଭାରତୀୟ ଟଙ୍କା ଏବଂ ମୋବାଇଲ ଜବତ କରିଥିଲା ଏସଟିଏଫ। ଗିରଫ ଅଭିଯୁକ୍ତ ମାନଙ୍କୁ ଆଉ ବାଂଲାଦେଶୀ ନ ଛାଡିବାକୁ ବାଂଲାଦେଶୀ ହାଇ କମିସନ ଭୁବନେଶ୍ୱର ଅଦାଲତ ଏବଂ କ୍ରାଇମବ୍ରାଞ୍ଚ କୁ ଲିଖିତ ଆକାର ରେ ଜଣାଥିଲେ।
ପ୍ରଥମ ଥର ପାଇଁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦୋଷୀ ସାବ୍ୟସ୍ତ କଲେ ଓଡ଼ିଶା କୋର୍ଟ
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.