Achira News Logo
Achira News

ବାପି ପାଣ୍ଡାଙ୍କ ଜୀବନ୍ତ ପ୍ରଦର୍ଶନ ସ୍ଥାୟୀ ପ୍ରଶଂସା ଅର୍ଜନ କରିଛି

Prameya
ବାପି ପାଣ୍ଡାଙ୍କ ଜୀବନ୍ତ ପ୍ରଦର୍ଶନ ସ୍ଥାୟୀ ପ୍ରଶଂସା ଅର୍ଜନ କରିଛି
Full News
Share:

ଭୁବନେଶ୍ବର ୦୨/୦୨:ମଞ୍ଚରେ ଚାଲିଥିଲା ଅଭିନୟ । ଅଭିନୟ କରୁଥିଲେ ବରିଷ୍ଠ ଅଭିନେତା ବାପି ପଣ୍ଡା ଓ ନାୟିକା ମାମା । ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ, ଶେଷରେ ଦର୍ଶକମାନେ ଅଭିନେତା ବାପିଙ୍କୁ ଚୌକି ମାଡ କରିଥିଲେ । ଯାତ୍ରା ରାଜଦରବାରର ନାଟକ "ଆଖି ପଲକରେ ଖୋଜୁଛି ତତେ' ମଞ୍ଚସ୍ଥ ବେଳେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ଦୃଶ୍ୟରେ ଅଭିନେତ୍ରୀ ମାମାଙ୍କୁ ବାପି ମାଡ ମାରୁଥିବା ବେଳେ ତଳେ ଥିବା ଦର୍ଶକ ବାପିଙ୍କ ଉପରକୁ ଚୌକି ଫୋପାଡିଥିଲେ । ଆହୁରି ପଢ଼ନ୍ତୁ :-ଯଜ୍ଞରେ ପୂର୍ଣ୍ଣାହୁତ ପରେ ସରିଲା ଖଣ୍ଡଗିରି ମାଘ ମେଳା: ଅଗ୍ନି ଉତ୍ସବ ପାଳିତ, ଖିରି ଖାଇ ଭାବବିହ୍ୱଳ ଶ୍ରଦ୍ଧାଳୁ

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ବାପି ପାଣ୍ଡାଙ୍କ ଜୀବନ୍ତ ପ୍ରଦର୍ଶନ ସ୍ଥାୟୀ ପ୍ରଶଂସା ଅର୍ଜନ କରିଛି | Achira News