Achira News Logo
Achira News

ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ ୱୁମ୍ୟାନ୍ ଅଫ୍ ଦି ଇୟର୍ ପୁରସ୍କାର 2025 ପାଇଁ ମନୋନୀତ ଭାରତୀୟ ମହିଳା କ୍ରିକେଟର୍

Dharitri
ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ ୱୁମ୍ୟାନ୍ ଅଫ୍ ଦି ଇୟର୍ ପୁରସ୍କାର 2025 ପାଇଁ ମନୋନୀତ ଭାରତୀୟ ମହିଳା କ୍ରିକେଟର୍
Full News
Share:

ନୂଆଦିଲ୍ଲୀ,୨ା୨: ବିବିସି ଇଣ୍ଡିଆନ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ୨୦୨୫ ପାଇଁ ଦୌଡ଼ରେ ଯେଉଁ ଖେଳାଳିମାନେ ଅଛନ୍ତି, ସେମାନଙ୍କ ମଧ୍ୟରେ ଭାରତର ଐତିହାସିକ ୨୦୨୫ ମହିଳା ବିଶ୍ୱକପ୍‌ ସଫଳତା ପଛରେ ବିଶେଷ ଭୂମିକା ଥିବା ଅଧିନାୟକ ହରମନପ୍ରୀତ୍‌ କୌର ଓ ତାଙ୍କ ଡେପୁଟି ସ୍ମୃତି ମନ୍ଧାନା ଏବଂ ଦିବ୍ୟା ଦେଶମୁଖ ଅନ୍ୟତମ। ଅନ୍ୟ ଦୁଇ ଖେଳାଳି ପିସ୍ତଲ ଶୁଟିଂ ସେନ୍‌ସେସନ ସୁରୁଚି ସିଂ ଓ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ଆଥ୍‌ଲେଟ ଜ୍ୟୋତି ୟାରାଜୀଙ୍କ ନାମ ମଧ୍ୟ ଏହ ସମ୍ମାନଜନକ ବାର୍ଷିକ ପୁରସ୍କାର ପାଇଁ ସୁପାରିସ ହୋଇଛି। ସ୍ପୋଟର୍‌ସ ଏଡିଟର, ରାଇଟର୍ସ ଓ ସ୍ପେଶାଲିଷ୍ଟଙ୍କୁ ନେଇ ବିଚାରକ ମଣ୍ଡଳୀ ଗତବର୍ଷର ପ୍ରଦର୍ଶନକୁ ମୂଲ୍ୟାୟନ କରି ଏହି ଆଥ୍‌ଲେଟମାନଙ୍କ ନାମ ସୁପାରିସ କରିଛି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ ୱୁମ୍ୟାନ୍ ଅଫ୍ ଦି ଇୟର୍ ପୁରସ୍କାର 2025 ପାଇଁ ମନୋନୀତ ଭାରତୀୟ ମହିଳା କ୍ରିକେଟର୍ | Achira News