Achira News Logo
Achira News

ବାସ୍ତୁ ପରାମର୍ଶ ପ୍ରାଚୀନ ଭାରତୀୟ ନୀତିଗୁଡ଼ିକ ସହିତ ଘରୋଇ ବିବାଦର ସମାଧାନ

Odisha Bhaskar
ବାସ୍ତୁ ପରାମର୍ଶ ପ୍ରାଚୀନ ଭାରତୀୟ ନୀତିଗୁଡ଼ିକ ସହିତ ଘରୋଇ ବିବାଦର ସମାଧାନ
Full News
Share:

Vastu Tips:ଯେତେବେଳେ କେହି ନୂଆ ଘର ତିଆରି କରନ୍ତି, ସେତେବେଳେ ପ୍ରତ୍ୟେକ ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ, ଘରର ପ୍ରତ୍ୟେକ ଜିନିଷରେ ଉର୍ଜା ବା ଶକ୍ତି ମିଳିଥାଏ । ଯାହା ପରିବାର ସଦସ୍ୟଙ୍କ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ଯଦି ଆମେ ଘରର ବାସ୍ତୁରେ କୌଣସି ଭୁଲ କରନ୍ତି କିମ୍ବା, ପ୍ରତ୍ୟେକ ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ ସଠିକ ସ୍ଥାନରେ ନ ରଖନ୍ତି, ତେବେ ବାସ୍ତୁ ଦୋଷ ବୃଦ୍ଧି ପାଏ । ଯାହାଫଳରେ ଘରେ ସର୍ବଦା କଳି, ଝଗଡ଼ା ଏବଂ ଦ୍ବନ୍ଦ୍ବ ଲାଗି ରହିଥାଏ । ବାସ୍ତୁଦୋଷ ଘରେ ସୃଷ୍ଟି କରିପାରେ ଏହି ସମସ୍ୟା: LNG ଗ୍ୟାସ ଉପରେ ଆକ୍ରମଣ, କତାର କହିଲା ଭୟଙ୍କର… ଟ୍ରମ୍ପଙ୍କ ବଡ଼ U-ଟର୍ନ! ଇରାନୀ ତେଲ ଉପରୁ… ଏହି ଉପାୟ ଦ୍ୱାରା ସମସ୍ୟାର ହେବ ସମାଧାନ :

Disclaimer: This content has not been generated, created or edited by Achira News.
Publisher: Odisha Bhaskar

Want to join the conversation?

Download our mobile app to comment, share your thoughts, and interact with other readers.

ବାସ୍ତୁ ପରାମର୍ଶ ପ୍ରାଚୀନ ଭାରତୀୟ ନୀତିଗୁଡ଼ିକ ସହିତ ଘରୋଇ ବିବାଦର ସମାଧାନ | Achira News