Achira News Logo
Achira News

ଭଦ୍ରକ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ବାସୁଦେବପୁର ବିଜେପି ତରଫରୁ ଭବ୍ୟ ସ୍ୱାଗତ।

Samaja
ଭଦ୍ରକ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ବାସୁଦେବପୁର ବିଜେପି ତରଫରୁ ଭବ୍ୟ ସ୍ୱାଗତ।
Full News
Share:

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ବାସୁଦେବପୁର ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି। ସହରର ମାତାଜୀ ମଠ ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ନିର୍ବାଚନ ମଣ୍ଡଳୀ ନେତା ବାଣିକଲ୍ୟା ମହାନ୍ତି, ପୂର୍ବତନ ଜିଲା ଉପ ସଭାପତି ଉଦୟନାରାୟନ ମଲ୍ଲିକ, ପାରିଷଦ ଜଗବନ୍ଧୁ ଦାସ, ସରପଞ୍ଚ ଅରୁଣ ମହାନ୍ତି ପ୍ରମୁଖ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରୁ ବିରାଟ ପଟୁଆରରେ ସହର ଦେଇ ମନ୍ତ୍ରୀଙ୍କୁ ଅଟଳ ବିହାରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ସଭାସ୍ଥଳକୁ ପାଛୋଟି ନେଇଥିଲେ।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ଭଦ୍ରକ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ବାସୁଦେବପୁର ବିଜେପି ତରଫରୁ ଭବ୍ୟ ସ୍ୱାଗତ। | Achira News