Achira News Logo
Achira News

ଭାରତ ସରକାର ବହୁ-କ୍ଷେତ୍ରୀୟ ପଦକ୍ଷେପ ଏବଂ ନିବେଶ ଘୋଷଣା କରିଛନ୍ତି

Samaja
ଭାରତ ସରକାର ବହୁ-କ୍ଷେତ୍ରୀୟ ପଦକ୍ଷେପ ଏବଂ ନିବେଶ ଘୋଷଣା କରିଛନ୍ତି
Full News
Share:

* ଓଡ଼ିଶା ପାଇଁ ୫ ଜାତୀୟ ଜଳପଥ, ଜଳପଥରେ ଖଣିଜ ପଥର ପରିବହନକୁ ପ୍ରାଧାନ୍ୟ* ୫ ବର୍ଷ ରେ ୨୦ ନୂଆ ଜଳପଥ ନିର୍ମାଣ* ଓଡ଼ିଶାରେ ବିରଳ ମୃତ୍ତିକା କରିଡର* ଖେଲୋ ଇଣ୍ଡିଆ ମିଶନ୍‌ରେ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ* କଷ୍ଟମ ଡ୍ୟୁଟି ୧୦ ପ୍ରତିଶତକୁ ହ୍ରାସ* ୧୫ହଜାର ସ୍କୁଲ, ୫୦୦ କଲେଜରେ ଖୋଲିବ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍, ଗେମିଙ୍ଗରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ* ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ, ୫ ବର୍ଷ ରେ ବ୍ୟୟ କରିବା ନେଇ ଘୋଷଣା* ଜାମନଗରରେ ହେବ WHO ଗ୍ଲୋବାଲ ଟ୍ରାଡିସନାଲ ମେଡିସିନ ସେଣ୍ଟର* ଓଡ଼ିଶା, କର୍ଣ୍ଣାଟକ, କେରଳରେ କଇଁଛ ଅଣ୍ଡାଦାନ ସ୍ଥଳୀର ଉନ୍ନତି ହେବ* ବାରଣାସୀ ଓ ପାଟଣାରେ ଜାହାଜ ମରାମତି ଇକୋ ସିଷ୍ଟମ୍ , ୭ଟି ହାଇସ୍ପିଡ୍ ରେଲଓ୍ବେ କରିଡର ନିର୍ମାଣ ହେବ* ଆୟକର ସ୍ଲାବ ଅପରିବର୍ତ୍ତିତ* ୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ* ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ଵ*ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ୍ୟ ସ୍ଵରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ*ନିର୍ମାଣ ହେବ ୭ ହାଇସ୍ପିଡ୍ ରେଲୱେ କରିଡର, ବାୟୋଫାର୍ମା ପାଇଁ ୧୦ହଜାର କୋଟି* ବିଦେଶରେ ଶିକ୍ଷା ଓ ମେଡିକାଲ୍‌ କ୍ଷେତ୍ରରେ ଟିସିଏସ୍‌ ୨ ପ୍ରତିଶତକୁ ହ୍ରାସ* ଦୁର୍ଘଟଣା ପୀଡିତଙ୍କ ପାଇଁ ଟିକସ ରିହାତି କଲେ ଅର୍ଥମନ୍ତ୍ରୀ* ଛାତ୍ରୀମାନଙ୍କୁ ନିର୍ମଳା ସୀତାରମଣଙ୍କ ଉପହାର: ପ୍ରତ୍ୟେକ ଜିଲ୍ଲାରେ ବାଳିକା ହଷ୍ଟେଲ, ୫ଟି ବିଶ୍ୱବିଦ୍ୟାଳୟ ଟାଉନସିପ୍ ପ୍ରସ୍ତୁତ ହେବ କଣ ଶସ୍ତା ହେବ ?* କ୍ୟାନସର ରୋଗର ୧୭ଟି ଔଷଧ ହେବ ଶସ୍ତା* ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ* ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା ଶସ୍ତା* ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ* ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ ଶସ୍ତା ହେବ* ବାୟୋ ସିଏନ୍‌ଜି ଗ୍ୟାସ୍ ଶସ୍ତା ହେବ କଣ ମହଙ୍ଗା ହେବ ?* ମଦ* ଖଣିଜ ପଦାର୍ଥ* ସ୍କ୍ରାପ୍* ସିଗାରେଟ୍* ପାନ ମସଲା* ସୌଖୀନ ପୋଷାକ* ତମାଖୁ ସାମଗ୍ରୀ* ଆମଦାନୀ ଘଣ୍ଟା

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତ ସରକାର ବହୁ-କ୍ଷେତ୍ରୀୟ ପଦକ୍ଷେପ ଏବଂ ନିବେଶ ଘୋଷଣା କରିଛନ୍ତି | Achira News