Achira News Logo
Achira News

ଭାରତର ନୂତନ ଆୟକର ନିୟମ ଫାଇଲିଂ ପ୍ରକ୍ରିୟାକୁ ସରଳ କରିଥାଏ ଏବଂ ଜୋରିମାନା ହ୍ରାସ କରିଥାଏ।

Samaja
ଭାରତର ନୂତନ ଆୟକର ନିୟମ ଫାଇଲିଂ ପ୍ରକ୍ରିୟାକୁ ସରଳ କରିଥାଏ ଏବଂ ଜୋରିମାନା ହ୍ରାସ କରିଥାଏ।
Full News
Share:

ନୂଆଦିଲ୍ଲୀ:୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଆଜି ବଜେଟ୍ ୨୦୨୬ରେ ଏ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ଆଇଟିଆର୍‌-୧, ଆଇଟିଆର୍‌ -୨ ଲୋକେ ରିଟର୍ଣ୍ଣ ଭରିପାରିବେ। ଏବେ ପ୍ୟାନ୍ ଜରିଆରେ ଏନଆର୍‌ଆଇ ନିଜ ସମ୍ପତ୍ତି ବିକିପାରିବେ । ଆୟକର ଫାଙ୍କିଲେ ଆଉ ଦଣ୍ଡ ମିଳିବନି। ଅତିରିକ୍ତ ୩୦ ପ୍ରତିଶତ ଟିକସ ଦେଇ ମୁକୁଳିପାରିବେ। ଏହି ସଂସ୍କାରଗୁଡ଼ିକ କରଦାତାଙ୍କ ପାଇଁ ଅନୁପାଳନକୁ ସହଜ କରିବା ସହ ନିର୍ଦ୍ଦିଷ୍ଟ କାରବାର ଉପରେ ଟିକସ ବୋଝ ହ୍ରାସ କରିବ।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତର ନୂତନ ଆୟକର ନିୟମ ଫାଇଲିଂ ପ୍ରକ୍ରିୟାକୁ ସରଳ କରିଥାଏ ଏବଂ ଜୋରିମାନା ହ୍ରାସ କରିଥାଏ। | Achira News