Achira News Logo
Achira News

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତୀୟ ସେୟାର ବଜାରରେ ହ୍ରାସ

Samaja
ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତୀୟ ସେୟାର ବଜାରରେ ହ୍ରାସ
Full News
Share:

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଗୁରୁବାର ଭାରତୀୟ ଷ୍ଟକ୍‌ ମାର୍କେଟ ଉପରେ ଗୁରୁତର ପ୍ରଭାବ ପକାଇଛି। ସେନ୍‌ସେକ୍ସ ୨୦୦୦ ପଏଣ୍ଟ ଏବଂ ନିଫ୍‌ଟି ୪୫୩ ପଏଣ୍ଟ ହ୍ରାସ ପାଇଛି। ନିବେଶକାରୀ ଗୋଟିଏ ଦିନରେ ୧୨ ଲକ୍ଷ କୋଟି ଟଙ୍କା ହରାଇଥିବା କୁହାଯାଇଛି। ଇରାନ ପକ୍ଷରୁ କାତାରସ୍ଥିତ ବିଶ୍ବର ବୃହତ୍ତମ ଗ୍ୟାସ୍‌ ଭଣ୍ଡାର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯିବା ପରେ ଆନ୍ତର୍ଜାତିକ ମାର୍କେଟରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ବୃଦ୍ଧି ପାଇଛି। ଭାରତର ବିଭିନ୍ନ କମ୍ପାନୀର ଅଂଶଧନ ମୂଲ୍ୟ ହ୍ରାସ ପାଇଥିବାରୁ ନିବେଶକାରୀ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତୀୟ ସେୟାର ବଜାରରେ ହ୍ରାସ | Achira News