Achira News Logo
Achira News

ମଧ୍ୟପ୍ରାଚ୍ୟ ଯୁଦ୍ଧ ଶୀଘ୍ର ଶେଷ ହେବ, ଇସ୍ରାଏଲ ଜିତିବ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

Samaja
ମଧ୍ୟପ୍ରାଚ୍ୟ ଯୁଦ୍ଧ ଶୀଘ୍ର ଶେଷ ହେବ, ଇସ୍ରାଏଲ ଜିତିବ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
Full News
Share:

ଇସ୍ରାଇଲ:ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଇସ୍ରାଇଲ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ। ସେ କହିଛନ୍ତି ଖୁବଶୀଘ୍ର ସରୁଛି ଏହି ଯୁଦ୍ଧ। ଯୁଦ୍ଧରେ ଇସ୍ରାଇଲ ମଧ୍ୟ ଜିତୁଛି ବୋଲି କହିଲେ ବେଞ୍ଜାମିନ ନେତାନ୍ୟାହୁ। ମୋର ନାଁରେ ମିଛ ପ୍ରଚାର ହେଉଛି ।ମୁଁ ଜୀବିତ ଅଛି ଏବଂ ଆପଣମାନେ ସମସ୍ତେ ଏହାର ସାକ୍ଷୀ । ଇରାନର ପରମାଣୁ ଓ ମିଶାଇଲ ଶକ୍ତିକୁ ଶେଷ କରିବା ଆମର ଲକ୍ଷ୍ୟ। ସେ ଆହୁରି ମଧ୍ୟ କହିଛନ୍ତି, ଇରାନ ଶାସନ ବ୍ୟବସ୍ଥା କେବଳ ଇସ୍ରାଇଲ ପାଇଁ ନୁହେଁ । ଏହା ସାରା ବିଶ୍ଵପାଇଁ ବିପଦ।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ମଧ୍ୟପ୍ରାଚ୍ୟ ଯୁଦ୍ଧ ଶୀଘ୍ର ଶେଷ ହେବ, ଇସ୍ରାଏଲ ଜିତିବ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ | Achira News