ମେଷ :ନବମ ଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି, ଧାର୍ମିକ କାର୍ଯ୍ୟରେ ଯୋଗଦାନଦେବେ, ଦୂରଯାତ୍ରା କରିପାରନ୍ତି, ଗୁରୁଜନଙ୍କ ସାହାଯ୍ୟ ପ୍ରାପ୍ତି, ଅଯଥା ଖର୍ଚ୍ଚ ହୋଇପାରେ, ଚାକିରୀ କ୍ଷେତ୍ରରେ ପରିଶ୍ରମ କରିବେ, କାର୍ଯ୍ୟ ସଫଳ ହେବ, ପରିବାରରେ ମତଭେଦ ହୋଇପାରେ, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ, ଯାନବାହନ ପ୍ରତି ସତର୍କ ରହିବେ । ଶୁଭ ରଙ୍ଗ : ନାଲି, କ୍ରିମ୍ ଓ ଧଳା । ବୃଷ :ଅଷ୍ଟମ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବେ, ଶରୀର ପ୍ରତି ସତର୍କ ରହିବେ, ଆଘାତ ହୋଇପାରେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, କର୍ମ କ୍ଷେତ୍ରରେ ଚାପ ବଢ଼ିପାରେ, ଯୁକ୍ତିତର୍କ ଠାରୁ ଦୂରେଇ ରହିବେ । ଶତ୍ରୁ ବୃଦ୍ଧି ହୋଇପାରନ୍ତି, ଧ÷ର୍ଯ୍ୟ ରଖିବେ, କଥାବାର୍ତ୍ତାରେ ସତର୍କ ରହିବେ, ମାନସିକ ଚିନ୍ତା ଲାଗି ରହିବ । ଶୁଭ ରଙ୍ଗ : ଧଳା, ଆକାଶୀ ନୀଳ । ମିଥୁନ :ସପ୍ତମ ଚନ୍ଦ୍ର ଯୋଗୁ ବ୍ୟବସାୟରେ ଉନ୍ନତି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ପ୍ରଶଂସା ମିଳିବ, ଗୃହେ ଆନନ୍ଦ, ବନ୍ଧୁ ମିଳନ, ଶରୀର ସୁସ୍ଥ ରହିବ, ଆର୍ଥିକ ଲାଭ ହେବ, ଅଟକିଥିବା ଟଙ୍କା ମିଳିପାରେ, କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଅଟକି ରହିଥିବା ଟଙ୍କା ମିଳିପାରେ, କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, ଯାନବାହନ କ୍ରୟ କରିପାରନ୍ତି, କୋଟ କଚେରୀ ମାମଲାରେ ଜୟଯୁକ୍ତ ହେବେ । ଶୁଭ ରଙ୍ଗ : ସବୁଜ, ନୀଳ ଓ ହଳଦିଆ । କର୍କଟ :ଷଷ୍ଠ ଚନ୍ଦ୍ର, ଘାତବାର ଯୋଗୁ ବନ୍ଧୁ ମିଳନ, କୋଟ କଚେରୀ ମାମଲାରେ ଜୟଯୁକ୍ତ, ଶତ୍ରୁଙ୍କଠାରୁ ବିଜୟ ପ୍ରାପ୍ତି, ଚାକିରୀ କ୍ଷେତ୍ରରେ ଚାପ ବଢ଼ିପାରେ, ଅଟକିଥିବା କାର୍ଯ୍ୟ ପୂରଣ ହେବ, କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ସାହାଯ୍ୟ ପ୍ରାପ୍ତି, ଶରୀର ପ୍ରତି ସତର୍କ ରହିବେ, ସାମାନ୍ୟ ଥଣ୍ଡା କିମ୍ବା କଫ ଦେଖାଦେଇପାରେ, ଅନାବାଶ୍ୟକ ଖର୍ଚ୍ଚ ଯୋଗ । ଶୁଭ ରଙ୍ଗ : ଧଳା, ରୂପେଲି ଓ ନୀଳ । ସିଂହ :ପଞ୍ଚମ ଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କ ରହିବେ, ଶ୍ୱାସ ପୀଡ଼ା ଦେଖାଦେଇପାରେ, ସୁସମ୍ବାଦ ମିଳିବାର ସମ୍ଭାବନା ଅଛି, କର୍ମ କ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପ୍ରାପ୍ତି, କାର୍ଯ୍ୟରେ ସଫଳତା, ପରିବାରରେ ହସଖୁସିର ବାତାବରଣ ରହିବ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ଶୁଭ ରଙ୍ଗ : ନାଲି ଓ ଗୋଲାପି । କନ୍ୟା :ଚତୁର୍ଥ ଚନ୍ଦ୍ର ଯୋଗୁ ବୃଥା ଭ୍ରମଣ, କାର୍ଯ୍ୟ କ୍ଷେତ୍ରରେ ଚାପ ଲାଗି ରହିବ, ଶରୀର ସାଧାରଣ ରହିବ, ଖାଦ୍ୟ ପ୍ରତି ସତର୍କ ରହିବେ, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ଅର୍ଥ ବ୍ୟୟ ହୋଇପାରେ, ମାନସିକ ଚାପ ଲାଗି ରହିବ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ, ରାଜନୀତି କ୍ଷେତ୍ରରେ ଉନ୍ନତି ଯୋଗ । ଶୁଭ ରଙ୍ଗ : ସବୁଜ ଓ ନୀଳ । ତୁଳା :ତୃତୀୟ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ପରିଶ୍ରମର ଫଳ ମିଳିବ, ଧନପ୍ରାପ୍ତି ଯୋଗ, ଶରୀର ସୁସ୍ଥ ରହିବ, ବ୍ୟବସାୟରେ ଉନ୍ନତି, ନିବେଶ ଲାଭ ହେବ, ଗୃହେ ଆନନ୍ଦ, ନୂତନ କାର୍ଯ୍ୟପାଇଁ ଯୋଜନା କରିବେ, ମାନସିକ ଶାନ୍ତି, ନୂତନ ବସ୍ତୁ କ୍ରୟ କରିପାରନ୍ତି, ଯାନବାହନ କିଣି ପାରନ୍ତି, ଆୟ ଅଧିକ ରହିବ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ଶୁଭ ରଙ୍ଗ : ଧଳା ଓ ନୀଳ । ବିଛା :ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ ପ୍ରାପ୍ତି ଯୋଗ, ଅଯଥା ଖର୍ଚ୍ଚ ହୋଇପାରେ, ଆୟଠାରୁ ବ୍ୟୟ ଅଧିକ ରହିବ, ବ୍ୟୟ ବୃଦ୍ଧି ହୋଇପାରେ, ସମାଜରେ ମାନ, ସମ୍ମାନ ବୃଦ୍ଧି, ମନରେ ଦ୍ୱନ୍ଦ ଲାଗି ରହିବ, ଶରୀରରେ ସାମାନ୍ୟ କଷ୍ଟ ଦେଖାଦେଇପାରେ, ଖାଦ୍ୟ ପ୍ରତି ସତର୍କ ରହିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ଶୁଭ ରଙ୍ଗ : ବାଦାମୀ ଓ ହଳଦିଆ । ଧନୁ :ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି, କର୍ମ କ୍ଷେତ୍ରରେ ଚାପ ଲାଗି ରହିବ, ଗୃହେ ଆନନ୍ଦ, ମାନସିକ ସ୍ଥିତି ଭଲ ରହିବ, ଆର୍ଥିକ ଲାଭ ହେବ, ନିବେଶ କରିପାରନ୍ତି, ଯାନବାହନ କ୍ରୟ କରିପାରନ୍ତି, ବନ୍ଧୁମାନଙ୍କ ସହ ହସଖୁସି ଲାଗି ରହିବ, କୋଟ କଚେରୀ ମାମଲାରେ ଜୟଯୁକ୍ତ, ଭାବପ୍ରବଣ ହୋଇ କୌଣସି ଭଲ କାମ କରିବେ ନାହିଁ । ଶୁଭ ରଙ୍ଗ : ହଳଦିଆ ଓ ସୁନେଲି । ମକର :ଦ୍ୱାଦଶ ଚନ୍ଦ୍ର ଯୋଗୁ ମାନ, ସମ୍ମାନ ବୃଦ୍ଧି ହୋଇପାରେ, ଅଯଥା ଖର୍ଚ୍ଚ ଯୋଗ, ସ୍ୱାସ୍ଥ୍ୟରେ ଅର୍ଥ ବ୍ୟୟ ହୋଇପାରେ, ବିନିଯୋଗ କରିବା ସମୟରେ ସତର୍କ ରହିବେ, କର୍ମ କ୍ଷେତ୍ରରେ ଚାପ ଲାଗି ରହିବ, ଦୂରଯାତ୍ରା କରିପାରନ୍ତି, ମନରେ ଅଯଥା ଭୟ କିମ୍ବା ଦ୍ୱନ୍ଦ ରହିପାରେ, ପରିବାରରେ ମନୋମାଳିନ୍ୟ ହୋଇପାରେ । ଶୁଭ ରଙ୍ଗ : କଳା ଓ ନୀଳ । କୁମ୍ଭ :ଏକାଦଶ ଚନ୍ଦ୍ର ଯୋଗୁ ଦୂର ଯାତ୍ରା କରିବେ ନାହିଁ, ଆର୍ଥିକ ଉନ୍ନତି, ବ୍ୟବସାୟରେ ଲାଭ, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ନୂତନ ଯୋଜନାଗୁଡ଼ିକ ସଫଳ ହେବ, ସମାଜରେ ମାନ, ସମ୍ମାନ ବୃଦ୍ଧି ହେବ, ନୂତନ ବନ୍ଧୁ ସୃଷ୍ଟି ହୋଇପାରନ୍ତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ, ଆତ୍ମବିଶ୍ୱାସ ବୃଦ୍ଧି ହେବ । ଶୁଭ ରଙ୍ଗ : ନୀଳ ଓ ଧଳା । ମୀନ :ଦଶମ ଚନ୍ଦ୍ର ଯୋଗୁ ମାନ, ସମ୍ମାନ ବୃଦ୍ଧି ହେବ, ଧନଲାଭ ଯୋଗ, ଆୟ ବୃଦ୍ଧି ହେବ, ଅଟକି ରହିଥିବା କାର୍ଯ୍ୟ ସଫଳ ହେବ, କୋଟ କଚେରୀ ମାମଲାରେ ଜୟଯୁକ୍ତ, ଗୃହେ ଆନନ୍ଦ, ମନରେ ଉତ୍ସାହ ରହିବ, କର୍ମ କ୍ଷେତ୍ରରେ ଚାପ ଲାଗି ରହିବ, ଶରୀର ସୁସ୍ଥ ରହିବ । ଶୁଭ ରଙ୍ଗ : ହଳଦିଆ ଓ କେଶରୀ । ଜ୍ୟୋତିର୍ବିଦ୍ : ଅନାମିକା, ଯୋଗାଯୋଗ : ୯୭୭୭୭୧୧୭୩୩
ମେଷ ରାଶିର ଅମାବାସ୍ୟା ସୁଯୋଗ ଏବଂ ଆହ୍ୱାନ ଆଣିଥାଏ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.