କଟକ: ରେଭେନ୍ସାବିଶ୍ବବିଦ୍ୟାଳୟରାଜନୀତି ବିଜ୍ଞାନ ବିଭାଗର ବାର୍ଷିକ ବକ୍ତୃତା-୨୦୨୬ କାର୍ଯ୍ୟକ୍ରମ ହେରିଟେଜ୍ ହଲ୍ରେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସଂଜୟ କୁମାର ନାୟକଙ୍କ ପୌରୋହିତ୍ୟରେ ‘ଗଣତନ୍ତ୍ରର ଦ୍ବନ୍ଦ୍ବ: ନବସୃଜନ, ହସ୍ତକ୍ଷେପ ଓ ଆଗକୁ ବଢିବାର ପଥ’ ଶୀର୍ଷକ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ‘ସମ୍ବାଦ’ର ସମ୍ପାଦିକା ତନୟା ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ ସମ୍ବିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। Test tube: ଟେଷ୍ଟଟ୍ୟୁବ୍ରେ ଜନ୍ଦା ଚାଲାଣ Liquor: ମଦ ବିରୋଧରେ ତାତିଲେ ଲୋକେ: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ରାତି କାଟିଲେ କାର୍ଯ୍ୟକ୍ରମରେ ଅଧ୍ୟାପିକା ଡକ୍ଟର ମଧୁସ୍ମିତା ରାଉତ ଅତିଥିପରିଚୟପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ। ସେହିପରି ବକ୍ତୃତା ବିଷୟବସ୍ତୁ ଉପରେ ଅଧ୍ୟାପକ ବିଶ୍ବରଂଜନ ଅଭିଭାଷଣ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ନେତାଜୀ ଅଭିନନ୍ଦନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥିଙ୍କୁବିଭାଗପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡକ୍ଟର ଓମ୍କାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ବାର୍ଷିକ ବକ୍ତୃତା-2026 ଗଣତନ୍ତ୍ରର ଦ୍ୱନ୍ଦ୍ୱର ଅନ୍ୱେଷଣ କରେ
Sambad•
%2Fsambad%2Fmedia%2Fmedia_files%2F2026%2F03%2F19%2Funtitled-2-2026-03-19-07-24-04.jpg&w=3840&q=75)
Full News
Share:
Disclaimer: This content has not been generated, created or edited by Achira News.
Publisher: Sambad
Want to join the conversation?
Download our mobile app to comment, share your thoughts, and interact with other readers.