ରାଉରକେଲା,୨।୨: ରାଉରକେଲା ପୋଲିସ ସୋମବାର ବିଶ୍ରା ଥାନା ଗୁଡଗୁଡ ଜୋର ଅଞ୍ଚଳରେ ଏକ ବଡ଼ ଧରଣର ଚଢାଉ କରିଛି। ପୋଲିସ ଏକ ଗୋମାଫିଆଙ୍କ ଭଡା ଘରେ ଚଢାଉ କରି ୪ଟି ପିସ୍ତଲ ସହ ଦୁର୍ଦ୍ଦାନ୍ତ ଗୋ ମାଫିଆଙ୍କୁ ଗିରଫ କରିଛି। ପୋଲିସ ଗୋରୁ ଚାଲାଣରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ମଧ୍ୟ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, କାର୍, ଅଟୋ ଜବତ କରିଥିବା ଅନୁଷ୍ଠିତ ଏକ ଖବରଦାତା ସମ୍ମଳନୀରେ ରାଉରକେଲା ଏସ୍ପି ସୂଚନା ଦେଇଛନ୍ତି।
ରୌରକେଲା ପୋଲିସ୍ ଗାଈ ମାଫିଆ ଏବଂ ଗୋରୁ ଚୋରା ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.